କୋଲକତା : ପଶ୍ଚିମ ବଙ୍ଗରେ ୨୪ ପ୍ରଗଣl ଜିଲ୍ଲାରେ ଅଭିନେତ୍ରୀ ଓ ତୃଣମୂଳ ସାଂସଦ ନୁସରତ ଯାହାଁଙ୍କୁ ହଟାତ ରାଗ ଆସିଯାଇଥିଲା ଓ ସେ ରୋଡ଼ ସୋ ଅଧାରୁ ଛାଡି ଚାଲି ଗଲେ l ନୁସରତ କହିଲେ ମୁ ଏକ ଘଣ୍ଟାରୁ ଅଧକ ସମୟ ରାଲି କରି ପାରିବେ ନାହିଁ ଓ ଏହା ମଧ୍ୟ କହିଥିଲେ ମୁ ମମତାଙ୍କ ସମର୍ଥନରେ ଥିଲେ ମଧ୍ୟ ମୁ ଏତେ ସମୟ ରାଲିରେ ଯୋଗଦେଇ ପାରିବି ନାହିଁ l ସେ ସେତେବେଳେ ଅଶୋକ ନଗର ସିଟରୁ ନିର୍ବାଚନ ଲଢ଼ୁଥିବା ନାରାୟଣ ଗୋସ୍ୱାମୀଙ୍କ ଲାଗି ପ୍ରଚାର କରୁଥିଲେ ଓ ହଟାତ ରାଲି ଛାଡି ଚାଲିଗଲେ l
ଏସବୁ ଜିନିଷ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କର କର୍ମକର୍ତା ତାଙ୍କୁ ଅନୁରୋଧ କରିଥିଲେ ଏହି ରାଲି ଜାରି ରଖିବା ପାଇଁ l ନୁସରତ ଏକଥା ମଧ୍ୟ କହୁଥିଲେ ମୁ ଏକ ଘଣ୍ଟାରୁ ଅଧିକ ସମୟ ରୋଡ଼ ସୋ କରିଲିଣି ଯାହା ମୁ ମୁଖ୍ୟ ମନ୍ତ୍ରୀ ମମତାଙ୍କ ପାଇଁ ମଧ୍ୟ ଏତେ ସମୟ ଦେଇନଥାନ୍ତି l
ଏସବୁ ଦୃଶ୍ୟ ଦେଖିବା ପରେ ନାରାୟଣ ସ୍ୱାମୀ କହିଥିଲେ ନୁସରତଙ୍କ ଗୋଡ ମୋଡି ହୋଇ କାଟୁଛି ଓ ଯାହାଦ୍ୱାରା ସେ ରୋଡ଼ ସୋ କରିପାରିବେ ନାହିଁ l ଏହାପରେ ବିଜେପି ହାସ ଟ୍ୟାଗ କରି ଭିଡିଓ ଅପ ଲୋଡ଼ କରି ସନ୍ଦେଶ ଦେଇଥିଲେ ମମତା ନନ୍ଦୀ ଗ୍ରାମରୁ ସୁନିଶ୍ଚିନ୍ତ ହାରୁଛନ୍ତି l ଏକଥା କହି ରଖୁଛୁଜେ ନନ୍ଦୀ ଗ୍ରାମରୁ ମମତାଙ୍କ ସହିତ ଶୁଭେନ୍ଦୁ ନିର୍ବାଚନ ଲଢ଼ୁଛନ୍ତି ଓ ଏହି ଇଲେକ୍ସନ ଏପ୍ରିଲ ୧ରେ ହେବ l
Comments are closed.