Odisha news

ଧନ ପ୍ରାପ୍ତି ପାଇଁ ଏହି ୩ଟି ରତ୍ନ ଧାରଣ କରିବା ଖୁବ ଲାଭକାରୀ, କିନ୍ତୁ ଏହି ବ୍ୟକ୍ତି ମାନେ କେବଳ ଧାରଣ କରି ପାରିବେ

0

ଘରେ ସୁଖ ସମୃଦ୍ଧି ପାଇଁ ପ୍ରତି ଟି ମଣିଷ ଅନେକ ପରିଶ୍ରମ କରି ଥାଆନ୍ତି l ଆମେ ନିଜ ପରିବାର ର ସୁଖ ଶାନ୍ତି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାଉ l କିନ୍ତୁ କୁଣ୍ଡଳୀ ଗ୍ରହ ଓ ନକ୍ଷେତ୍ର ମାନଙ୍କ ଶୀଥିଳତା କାରଣରୁ ଆମେ ଅଧିକାଂଶ ସମୟରେ ସଫଳତା ମଧ୍ୟ ପ୍ରାପ୍ତ କରି ପାରି ନଥାଉ l ଚେଷ୍ଟା କରି ମଧ୍ୟ ହାରି ଯାଇଥାଉ l ରତ୍ନ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ଗ୍ରହ ମାନଙ୍କର ଶୁଭଫଳ କୁ ବଢାଇବା ପାଇଁ କିଛିଟା ରତ୍ନକୁ ଧାରଣ କରିବା ମଧ୍ୟ ଆବଶ୍ୟକ l

* ଜେଡ ଷ୍ଟୋନ –
ରତ୍ନ ଶାସ୍ତ୍ରରେ ଏଭଳି ରତ୍ନ ବିଷୟରେ କୁହାଯାଇ ଥାଏ l ସେଭଳି ଗୋଟିଏ ରତ୍ନ ହେଉଛି ଜେଡ ଷ୍ଟୋନ l ଯାହାକୁ ଧାରଣ କରିବା ଦ୍ୱାରା ବ୍ୟକ୍ତି ଆର୍ଥିକ ଭାବରେ ମଜବୁତ ହୋଇଥାଏ l ଏହାକୁ ଧାରଣ କରିବା ଦ୍ୱାରା ବ୍ୟକ୍ତିର କାର୍ଯ୍ୟ କରିବାରେ ଏକାଗ୍ରତା ବୃଦ୍ଧି ପାଇଥାଏ ଓ ବୁଦ୍ଧିର ବିକାଶ ହୋଇଥାଏ l ଜେଡ ଷ୍ଟୋନ ପନ୍ନା ର ଉପରତ୍ନ ଅଟେ l ଯାହାକି ଆର୍ଥିକ ସମସ୍ୟାକୁ ଦୂର କରିଥାଏ l

ଏହି ରାଶିର ବ୍ୟକ୍ତି କରିପାରିବେ ଧାରଣ –
ଆପଣ ଯେ କୌଣସି ଜ୍ୟୋତିଷଙ୍କ ସହିତ ସାକ୍ଷାତ କରି ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି , ମକର ରାଶି ଓ କୁମ୍ଭ ରାଶିର ବ୍ୟକ୍ତି ଧାରଣ କରି ପାରିବେ l

* ଗ୍ରୀନ ଏବେନଚୁଆରୀ ରତ୍ନ –
ଜେଡ ଷ୍ଟୋନ ବ୍ୟତୀତ ଆଉ ଗୋଟିଏ ରତ୍ନ ବ୍ୟକ୍ତି ର ଆର୍ଥିକ ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରିଥାଏ l ଏହି ରତ୍ନକୁ ବ୍ୟବସାୟୀ ଧାରଣ କରିବା ଖୁବ ଶୁଭ l ଏହି ରତ୍ନକୁ ଧାରଣ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ l

ଏହି ରାଶିର ବ୍ୟକ୍ତି ଧାରଣ କରିବା ଉଚିତ –
ବିଶେଷ ଭାବରେ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ଦାୟକ ଅଟେ l

* ଟାଇଗର ରତ୍ନ –
ରତ୍ନ ଶାସ୍ତ୍ର ଅନୁସାରେ ଏହି ରତ୍ନ ଖୁବ ଶୀଘ୍ର ପଜିଟିଭ ଏନର୍ଜି ଜୀବନରେ ଭରିଥାଏ l ଏହାକୁ ଧାରଣ କରିବା ଦ୍ୱାରା ବ୍ୟକ୍ତିର ସକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ l ମାନ୍ୟତା ରହିଛି ଯେ ଏହାକୁ ବ୍ୟକ୍ତି ଧାରଣ କରିବା ଦ୍ୱାରା ଅଟକି ଥିବା କାମ ହୋଇ ଯାଇଥାଏ l

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ –
ଏହି ରତ୍ନଟି ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଏହାକୁ ଧାରଣ କରିବା ଦ୍ୱାର ଜୀବନରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ l

Leave A Reply

Your email address will not be published.