Odisha news

ଭିଟାମିନ ବି 12 କଣ ପାଇଁ ଶରୀର ପାଇଁ ଜରୁରୀ ଓ ଏହା ରହିଛି କେଉଁ ଖାଦ୍ୟ ରେ

0
ଭିଟାମିନ ବି ୧୨ କୁ ଦୂର କରିବା ଜରୁରୀ ଅଟେ , ସେଥିପାଇଁ ନିଜ ଖାଦ୍ୟ ରେ ପୋଷାକ ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଆବଶ୍ୟକ l ତେଣୁ ଆମକୁ ନିୟମିତ ଭାବେ କିଛିଟା ଖାଦ୍ୟ ଖାଇବା ଜରୁରୀ l
* ଦୁଗ୍ଜ , ଦହି , ପନିର ଭିଟାମିନ ବି ୧୨ ରେ ଭରପୁର , ନିୟମିତ ସେବନ ଦ୍ୱାରା ଶରୀରକୁ ଭିଟାମିନ ବି ୧୨ ମିଳିଥାଏ ଓ ଭିଟାମିନ ବି ୧୨ ର କମି ଦୂର ହୋଇଥାଏ l
* ଅଣ୍ଡା ରେ ଥିବା କେଶର ଭିଟାମିନ ବି ୧୨ ର ଗୋଟିଏ ଭଲ ସ୍ରୋତ , ତେଣୁ ନିୟମିତ ନିଜ ଖାଦ୍ୟ ରେ ସକାଳ ଭୋଜନ ରେ ସିଝା ଅଣ୍ଡା କିମ୍ବା ଓମଲେଟ ଖାଆନ୍ତୁ l
* ଯେଉଁ ଲୋକ ମାନେ ଆମିଷ ଭୋଜନ କରୁଛନ୍ତି ସେମାନଙ୍କ ପାଇଁ ଚିକେନ ଓ ମାଛ ଭିଟାମିନ ବି ୧୨ ର ଗୋଟିଏ ଭଲ ସ୍ରୋତ l ସପ୍ତାହ କୁ ୨-୩ ଥର ଖାଇବା ଦ୍ୱାରା ଭିଟାମିନ ବି ୧୨ ଶରୀରକୁ ମିଳିଥାଏ l
* ଯେଉଁ ଲୋକ ମାନେ ନିରାମିଷାଶୀ ସେମାନଙ୍କ ପାଇଁ ସୋୟାବିନ ଗୋଟିଏ ଭଲ ବିକଳ୍ପ l
* ଓଟ୍ସ , କର୍ଣ୍ଣଫ୍ଲେକ୍ସ୍ , ଶାଗୁ ଦାନା ଭିଟାମିନ ବି ୧୨ ର ଭଲ ସ୍ରୋତ ଅଟେ , ଏହାକୁ ମଧ୍ୟ ନିୟମିତ ନିଜ ଖାଦ୍ୟରେ ସାମିଲ କରି ପାରିବେ l
* ଯଦି ଶରୀରରେ ଭିଟାମିନ ବି ୧୨ ବାଡ଼ୁନାହିଁ ତେବେ ଡାକ୍ତର ଙ୍କୁ ପରାମର୍ଶ କରଂତୁ l ଏବଂ ଔଷଧ ଭିଟାମିନ ବି ୧୨ ର ସେବନ କରନ୍ତୁ l
Leave A Reply