Odisha news

ହୋମ୍ ଗ୍ରାଉଣ୍ଡରେ ୬୧ ତମ ଅର୍ଦ୍ଧ ଶତକ ସହିତ ସବୁଠୁ ଦ୍ରୁତତମ ୧୦ ହଜାର ରନ୍ ପୂରଣ କଲେ ବିରାଟ କୋହଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଦିନ ପୁନାରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିରୁଦ୍ଧରେ ଏକ ଦିବସୀୟ ସୂଂଖଳାରେ ଉଚ ମାନର ବ୍ୟାଟିଂ କରି ୬୧ ତମ ଅର୍ଦ୍ଧ ଶତକ କରି ଏକ ଦିବସୀୟ କ୍ରିକେଟରେ ଟି-୨୦ ଆଇ ଫର୍ମକୁ ନିଜ ନାମରେ କରି ନେଇଛନ୍ତି l

କୋହଲି ୫୦ ଟି ବଲରେ ନିଜର ୫୦ ରନର ଖେଳ , ଯେଉଁଥିରେ ୬ ଟି ଚାରି ହୋଇଥିଲା ,ଯାହା ତାଙ୍କର ୬୧ ତମ ଓ ଏକ ଦିବସୀୟ ମ୍ୟାଚରେ ୧୦୪ ତମ ଅର୍ଦ୍ଧ ଶତକ ଅଟେ ,ଯାହା ତାଙ୍କୁ ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଜ୍ୟାକ କେଲିସଙ୍କ ପାଖରୁ ମିଳିଛି ,ଯିଏକି ୩୨୮ ମ୍ୟାଚରେ ୧୦୩ ଟି ଅର୍ଦ୍ଧ ଶତକ କରିଥିଲେ l ସଚିନ ତେନ୍ଦୁଲକର ୧୪୫ ଟି ଅର୍ଦ୍ଧ ଶତକ ,କୁମାର ସାଙ୍ଗାକାରା ୧୧୮ ଟି ଓ ରିକିପୋଣ୍ଟିଙ୍ଗ ୧୧୨ ସ୍କୋର ପରେ କୋହଲିଙ୍କ ଦଳ ତାଲିକାରେ ଚତୁର୍ଥ ସ୍ଥାନରେ ରହି ଆସିଛି l

ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ୨୭ ତମ ଫର୍ମାଟ ଅଟେ ,ରାହୁଲ ଦ୍ରାବିଡ଼ ତାଙ୍କୁ ସବୁଠୁ ଅଧିକ ଅର୍ଦ୍ଧ ଶତକ କରିଥିବା କାରଣରୁ ନେଇଥିଲେ ,ଯେଉଁଥିରେ ତାଙ୍କ ସହିତ ତେନ୍ଦୁଲକରଙ୍କ ୩୨ ରନର ଟ୍ୟାଲେଣ୍ଟ ଥିଲା l

୧୧ ତମ ଏକ ଦିବସୀୟରେ ସଚିନଙ୍କ ସହିତ ଓ ରାହୁଲ ଦ୍ରାବିଡ଼ଙ୍କ ସହିତ ସେହି ତାଲିକାରେ ରହିଥିଲେ l ଯିଏକି ଆଉଥରେ ଇଂଲଣ୍ଡ ବିରୁଦ୍ଧରେ ନିଜର ୧୨ ତମ ଏକ ଦିବସୀୟରେ ଅର୍ଦ୍ଧ ସାତକ ସହିତ ଅଗ୍ରଣୀ ସ୍ଥାନ ହାସଲ କରିଛନ୍ତି l

କୋହଲି ଶେଷରେ ୬୦ ଟି ବଲରେ ୫୬ ରନ କରିଥିଲେ ଓ ଡିପ ମିଡ଼ ଉଇକେଟରେ ଫିଲ୍ଡରଙ୍କ ଦ୍ୱାରା କ୍ୟାଚଆଉଟ ହୋଇଥିଲେ l ଏହି ଶୃଙ୍ଖଳା ସହିତ ସେ ସଚିନ ,ପୋଣ୍ଟିଙ୍ଗଙ୍କ ପରେ ଷଷ୍ଠ ,କେଲିସ ,ସାଙ୍ଗାକାରା ଓ ମହେଲା ଜୟ ବର୍ଦ୍ଧନେଙ୍କ ପରେ ଘରୋଇ ଗ୍ରାଉଣ୍ଡରେ ୧୦ ହଜାର ଅନ୍ତରାଷ୍ଟ୍ରୀୟ ରନ କରିଥିବା ଦୁତୀୟା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇ ଯାଇଛନ୍ତି l

Comments are closed.