ସମଲ: ଅନୁଗୁଳଜିଲ୍ଲାସମଲ ଥାନାରକୁଲେଇ ପଂଚାୟତରେ ଥିବା ଅସ୍ଥାୟୀ କୋଭିଡ୍-୧୯ର ସ୍ୱାସ୍ଥ୍ୟକେନ୍ଦ୍ର ତଥା ସଂଘରୋଧ କେନ୍ଦ୍ରର ନିୟମଭଙ୍ଗରସଂଙ୍ଗୀନ୍ ଅଭିଯୋଗହୋଇଛି । ଏଥର କିନ୍ତୁ ନିୟମଭଙ୍ଗକାରୀସାଧାରଣଲୋକର ନୁହେଁ ଏ ନିୟମଭଙ୍ଗକରିଛନ୍ତିଖୋଦ୍ ସମଲ ଥାନାରଭାରପ୍ରାପ୍ତ ଅଧିକାରିଣୀଚାରୁଲତାବେହେରା ।ଉଲ୍ଲେଖଯୋଗ୍ୟଯେ,ଗତକାଲିକୁଲେଇ ପଂଚାୟରକୁଲେଇଗ୍ରାମର ଦୁଇଜଣବାଙ୍ଗାଲୋର୍ରୁଘରବାହୁଡାହୋଇଥିଲେ ।
ନିୟମନୁଯାୟୀଏହି ଦୁଇଜଣଙ୍କୁସ୍ଥାନୀୟସରପଂଚ ତଥା ଅସ୍ଥାୟୀଜିଲ୍ଲାପାଳଶ୍ରୀ ଅଧର ସାହୁଙ୍କ ନିଦେ୍ର୍ଦଶକ୍ରମେଏହି ଦୁଇଜଣଙ୍କୁ ପଂଚପଡାହାଇସ୍କୁଲରସଂଘରୋଧ କେନ୍ଦ୍ରକୁ ପଠାଇଥିଲେ ।ଖବର ପ୍ରସାରିତହେବାପରେସ୍ଥାନୀୟଗ୍ରାମଚଂଳରୁକିଛି ଯୁବକସେଠାରେ ଦୁଇଜଣଙ୍କୁ ଦେଖିବାକୁଭିଡଜମାଇଥିଲେ ।ତନ୍ମଧ୍ୟରୁବାରୁଆଁଗ୍ରାମରଜୈନେକ ଯୁବକକଇଲାଣବେହେରା(ଛଦ୍ମନାମ) ସଂଘରୋଧ କଠୋରୀରେକ୍ୟାରେଣ୍ଟାଇନ୍ରେ ଥିବା ଏକ ଯୁବକସୁରକ୍ଷାକାନ୍ଥଉପରେବୁଲୁଥିବାରଫୋଟ ଓ ଭିଡିଓତାଙ୍କମୋବାଇଲ୍ରେଉତ୍ତୋଳନ କରିଥିଲେ ।ସଂଘରୋଧ କେନ୍ଦ୍ରର ୧ଶହ ମିଟର ଦୂରତ୍ୱ ପର୍ଯ୍ୟନ୍ତ ୧୪୪ଧାରାଲାଗୁକରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଯୁବକକେମିତିଫୋଟଉଠାଇଲେ ଓ ସେହିଫୋଟ ଓ ଭିଡିଓକୁସାମାଜିକଗଣମାଧ୍ୟମରେଭାଇରାଲକଲେତାହାସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।
ଏକଥା ସାଧାରଣରରେ ଆଲୋଚନାହେବାପରେପୋଲିସ୍ ଅଧିକାରିଣୀସମ୍ପୃକ୍ତ ଯୁବକର ନାନୀରମଳାଶୁରଝିଅ(ଭାଇ) ଜାଣିବାପରେତାବିରୁଦ୍ଧରେକାର୍ଯ୍ୟାନୁଷ୍ଠାନ ନେବା ବଦଳରେକ୍ୟାରେଣ୍ଟାଇନ୍ରେ ଥିବାବ୍ୟକ୍ତିକୁରାତି ଅଧିଆଗୃହସଦସ୍ୟଙ୍କ ଅନିଚ୍ଛାସତ୍ୱେଗୃହସଂଘରୋଧକୁ ପଠାଇଛନ୍ତି ।ଏବିଷୟରେସାଧାରଣରେ ଆଲୋଚନାହେବାପରେଗ୍ରାମରେଉତ୍ତେଜନା ପ୍ରକାଶ ପାଇଛିଏବଂକୋରାନାଭୂତାଣୁସଂକ୍ରମଣହେଲେକିଏ ଦାୟୀରହିବବୋଲି ପ୍ରଶାସନକୁସାଧାରଣରେ ପ୍ରଶ୍ନକରିଛନ୍ତି । ଆସନ୍ତାକାଲିକଣିହାଁବିଡିଓଶ୍ରୀରମେଶଚନ୍ଦ୍ରଜେନାସରଜମିନ୍ ତଦନ୍ତ କରିବେବୋଲିଗଣମାଧ୍ୟମକୁସୂଚନା ଦେଇଛନ୍ତି ।