– କାହିଁକି ନା ଗବେଷଣା କହୁଛି ଯେ ଯଦି ଆପଣ ପାର୍ଟିକଲ ପୋଜିସନ ରେ ପରିସ୍ରା କରୁଛନ୍ତି ତେବେ ଏହାଦ୍ୱାରା ଆପଣ ଅନେକ ଗୁଡିଏ ଲାଭ ପାଇବେ l ବିଶେଷ ଭାବରେ ଏହା ସେହି ପୁରୁଷ ମାନଙ୍କ ପାଇଁ ଯେଉଁମାନେ ପ୍ରୋଷ୍ଟେଟ ସମ୍ବନ୍ଧୀୟ ସମସ୍ୟାର ସମୁଖୀନ ହୋଇ ଥାଆନ୍ତି l ଏହା ଏଥିପାଇଁ କାହିଁକି ନା ଠିଆ ହୋଇ ପରିସ୍ରା କରିବା ବଦଳରେ ବସି କି ପରିସ୍ରା କରିବା ଖୁବ ହିତକର , କାହିଁକି ନ ବସିକି ପରିସ୍ରା କରିବା ଦ୍ୱାରା ପରିସ୍ରା ଖୁବ ଫୋର୍ସ ଫୁଲି ବାହାରି ଥାଏ l
– ପୁରୁଷ ମାନେ ଠିଆହୋଇ ପରିସ୍ରା କରିବା ଦ୍ୱାରା ସେମାନଙ୍କ ପେଲବିଷ ଓ ମସଲସ ସଂକୁଚିତ ହୋଇଯାଏ l ଯେଉଁ କାରଣରୁ ପୁରୁଷ ମାନଙ୍କ ଶରୀର ଉପରେ ପ୍ରଭାବ ପଡିଥାଏ l ଠିଆହୋଇ ପରିଶ୍ରା କରିବା ଦ୍ୱାରା ପେଲବିଷ ଓ ହିପ ମସଲସ ରିଲାକ୍ସ ହୋଇଯାଏ , ଯେଉଁ କାରଣରୁ ପରିଶ୍ରା କରିବା ସହଜ ହୋଇଥାଏ l
– ଠିଆହୋଇ ପରିଶ୍ରା କରିବା ଦ୍ୱାରା ବ୍ଲଡର ଠିକ ଭାବରେ ଖାଇ ହୋଇ ନଥାଏ l ଯାହାକି ଭବିଷ୍ୟତ ରେ ୟୁରିନାରୀ ୱେ ରେ ବ୍ଲକେଜ ର କାରଣ ହୋଇଥାଏ l ତେଣୁ ଗବେଷକ ଙ୍କ ମତରେ ଠିଆହୋଇ ପରିସ୍ରା କରିବା ଖୁବ ହିତକର ବୋଲି କୁହାଯାଇଛି l
– ଠିଆହେବା ପରିବର୍ତେ ବସିକି ପରିସ୍ରା କରିବା ଦ୍ୱାରା ମୁତ୍ରାଶୟ ଉପରେ ଚାପ ପଡିଥାଏ, ଯାହାର ପରିଣାମ ସ୍ୱରୂପ ଶରୀରର ଦୂଷିତ ପଦାର୍ଥ ସହଜ ରେ ଶରୀର ରୁ ବାହାରି ଯାଇଥାଏ ଓ ବ୍ଲକେଜ ସମସ୍ୟା ମଧ୍ୟ ଦେଖା ଯାଇ ନଥାଏ l
– ଯଦି ଆପଣ ଦୀର୍ଘ ସମୟ ଧରି ପରିସ୍ରା ଅଟକାଇ ଥାଆନ୍ତି ଏହା ୟୁରିନାରୀ ୱେ ରେ ସଂକ୍ରମଣ ଆଣିଥାଏ ଏବଂ ଏହାପରେ ଯଦି ଠିଆହୋଇ ପରିଶ୍ରା କରନ୍ତି ତେବେ ପରିସ୍ରା ଖୁବ ଧୀରେ ଧୀରେ ବାହାରି ଥାଏ l ଯାହାକି ଭବିଷ୍ୟତ ରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ l