Odisha news

ଅବସାଦ କମାଏ ତୁଳସୀ

0

ମାଳ ଅଷ୍ଟ୍ରେଲିଆ ଭିକେଫାରିଆ ୟୁନିଭର୍ସିଟିର ପ୍ରଫେସର୍‌ କହିଛନ୍ତି ଧ୍ୟାନ ସମୟରେ ଆତ୍ମା, ଶରୀର ଓ ମସ୍ତିଷ୍କକୁ ପରସ୍ପର ସହ ଯୋଡ଼ି ରଖିବା ପାଇଁ ତୁଳସୀ ମାଳ ଅତ୍ୟନ୍ତ ଉପଯୋଗୀ । ଏହାକୁ ପିନ୍ଧିବା ଦ୍ୱାରା ଆକୁ୍ୟପ୍ରେସର୍‌ ପଏଣ୍ଟ୍‌ସ ଉପରେ ପ୍ରଭାବ ପଡ଼ିଥାଏ ଯାହାଦ୍ୱାରା ମାନସିକ ଚିନ୍ତା କମ୍‌ ହୋଇଥାଏ, ଶରୀରରେ ବିଦୁ୍ୟତ୍‌ଶକ୍ତି ପ୍ରବାହ ବଢ଼ିଥାଏ ଓ ରକ୍ତ ସଞ୍ଚାଳନରେ ସହାୟକ ହୋଇଥାଏ । ତୁଳସୀ କାଠରେ ତିଆରି ମାଳାରେ ଏକ ଖାସ୍‌ ତତ୍ତ୍ୱ ରହିଛି ଯାହା ମାନସିକ ବିଷାଦ, କଫ ଓ ବାତ ଦୋଷ ଦୂର କରିପାରେ । ଏହା ମଧ୍ୟ ବ୍ୟକ୍ତିତ୍ୱକୁ ଆକର୍ଷକ କରାଏ । ତୁଳସୀ ଗଛ ବାୟୁ ପ୍ରଦୂଷଣ ରୋକିବାରେ ସାହାଯ୍ୟ କରେ ।

Leave A Reply