୨୪ ଘଣ୍ଟାରେ ୧ କୋଟି ୬ ଲ ଜରିମାନା ରାଜ୍ୟ By On Mar 2, 2020 0 Share ଭୁବନେଶ୍ୱର, ୨।୩ : ଗତକାଲିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପଗଡ଼ ଆରମ୍ଭ ହୋଇଛି । ୨୪ ଘଣ୍ଟା ଭିତରେ ଟ୍ରାଫିକ ନିୟମ ଧରପଗଡ଼ରୁ ୧ କୋଟି ୬ ଲକ୍ଷ ଟଙ୍କା ଆଦାୟ ହୋଇଛି । ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି । ୨୪ ଘଣ୍ଟାରେ ୧ କୋଟି ୬ ଲ ଜରିମାନା 0 Share