Odisha news

ରାଜ୍ୟ ସରକାରଙ୍କ ପଯ୍ୟଟନ ମନ୍ତ୍ରୀ, ଜଙ୍ଗଲ,ରାଜସ୍ୱ ଏବଂ ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ଦ୍ଵାରା ୱାଟର ପାର୍କ ଓ ଜଳପ୍ରପାତ ର ପରିଦର୍ଶନ।

0
ସିମୁଳିଆ : ସିମୁଳିଆ ବ୍ଲକର ମାର୍କେଣା ପଞ୍ଚାୟତର କୁଣିଆରୀ ଗ୍ରାମର ୨୬ଏକର ବିଶିଷ୍ଟ ୱାଟର ପାର୍କର ସୌନ୍ଦର୍ଯ୍ୟକରଣ ଓ ଖଇରା ବ୍ଲକର ଶାରୀଶୁଆ କପିଳଝୁରୀ ବନ୍ଧନଟା ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,
ଜଙ୍ଗଲ,ରାଜସ୍ୱ ଏବଂ ପର୍ଯ୍ୟଟନ ବିଭାଗ ଅଧିକାରୀମାନଙ୍କ ସହ ପରିଦର୍ଶନ କରିବା ସହ ଏହାର ସୌନ୍ଦର୍ଯ୍ୟକରଣ ବଢାଇ ଏହାକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ବନେଇବା ଵିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ସେଠାରେ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଏହା ଦ୍ଵାରା ସିମୁଳିଆ ଓ ଖଇରା ବ୍ଲକରେ ପର୍ଯ୍ୟଟନ ବିକାଶରେ ନୂତନ ଅଧ୍ଯାୟ ସୃଷ୍ଟି କରିବ।
IEC 2 years
Leave A Reply