Odisha news

ନାରୀ ମାନଙ୍କର ଏହି ଅଙ୍ଗରେ ଜାଇ ରହିବା କାମୁକତାର ପ୍ରତୀକ

0

ନାରୀର ପ୍ରତ୍ୟେକ ଅଙ୍ଗର ଏବଂ ତାର ସୌନ୍ଦର୍ଯ୍ୟ ବିଷୟରେ ସ୍ଵପ୍ଣଶାସ୍ତ୍ରରେ ବିଭିନ୍ନ ପ୍ରକାର ବର୍ଣନା ହୋଇଛି, ଯାହାର କିଛିଟା କିଛି ମହତ୍ୱ ରହିଛି l ସେହିଭଳି ନାରୀଙ୍କ ଶରୀରରେ ଜାଇ ରହିବାର ମଧ୍ୟ ଅନେକ ମହତ୍ୱ ରହିଛି l ଏବଂ ପ୍ରତ୍ୟେକ ଅଙ୍ଗର ଜାଈ ର ରହିଛି ଅଲଗା ମହତ୍ୱ l ଆଜି ଆମେ ଜାଣିବା କେଉଁ ସ୍ଥାନରେ ଜାଈ ରହିବା ଦ୍ୱାରା କାମୁକ ହୋଇ ଥାଆନ୍ତି l

* ଜାଇ ର ଆକାର ଓ ଆକୃତି –
– ବଡ଼ ଜାଇ ଜୀବନ ରେ ବିଶେଷ ଲାଭ ଓ ମହତ୍ବର ସଂକେତ ଅଟେ
– ଲମ୍ବା ଜାଇ ସାମାନ୍ୟ ପରିଣାମ ର ପ୍ରତୀକ ଅଟନ୍ତି
– ଶରୀରରେ ଯଦି ୧୨ ରୁ ଅଧିକ ଜାଇ ରହିଥାଏ ତେବେ ଏହା ଶୁଭ ସଂକେତ ନୁହେଁ

– ଯେଉଁ ମହିଳାଙ୍କ ଡାହାଣ ଗୋଡ଼ ରେଜାଇ ରହିଥାଏ ସେ ଖୁବ ଗପୁଡି ହୋଇ ଥାଆନ୍ତି, ଏବଂ ନିଜ ଗପରେ ସମସ୍ତଙ୍କ ଆକର୍ଷିତ କରିବାକୁ ଇଛା ରଖି ଥାଆନ୍ତି l ଏବଂ ତାହା ମଧ୍ୟ ସେ ଖୁବ ସହଜ ରେ କରି ନିଅନ୍ତି l
– ଯେଉଁ ନାରୀ ମାନଙ୍କର ବାମ ଗୋଡ଼ରେ ଜାଇ ରହିଥାଏ ସେମାନେ ନିଜ ସ୍ୱାମୀଙ୍କ ପ୍ରତି ସମର୍ପିତ ଅଟନ୍ତି ଏବଂ ପ୍ରତ୍ୟେକ ପରିସ୍ଥିତି ରେ ତାଙ୍କ ସହିତ ଠିଆ ହୋଇଥାଆନ୍ତି l ଏବଂ ନିଜ ସ୍ୱାମୀଙ୍କ ପାଇଁ ସବୁ ଅସୁବିଧା କୁ ସମୁଖୀନ ମଧ୍ୟ କରନ୍ତି l
– ଯେଉଁ ମହିଳାଙ୍କର ବାମ ପାର୍ଶ୍ଵର ଜଙ୍ଘରେ ଜାଇ ରହିଥାଏ ତାକୁ ଜୀବନରେ ସମସ୍ତ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ l ସେ ନିଜକୁ ଖୁସି ରଖିବା ସହିତ ନିଜ ପରିବାରକୁ ମଧ୍ୟ ଖୁସି ରଖିଥାଏ
– ଡାହାଣ ଜଙ୍ଘରେ ଜାଇ ଥିବା ନାରୀ ନିଜ ସ୍ୱାମୀ ପ୍ରତି ଖୁବ ପ୍ରେମ ରଖିଥାଏ, ଏବଂ ଯଦି ବାମ ପାର୍ଶ୍ୱରେ ପାଦ ରେ ଜାଇ ଥାଏ ତେବେ ବିଦେଶ ଯାତ୍ରାର ସଂକେତ ମିଳିଥାଏ l

– ତାହା ବାମ ଜଙ୍ଘ ହେଉକି ଡାହାଣ ଜଙ୍ଘ ହେଉ ଯଦି ଜଙ୍ଘରେ ଜାଇ ଥାଏ ତେବେ ଏହି ନାରୀମାନେ ଖୁବ କାମୁକତା ସ୍ୱଭାବର ହୋଇ ଥାଆନ୍ତି l ଏବଂ ଏହି ନାରୀମାନେ ବ୍ୟକ୍ତିଗତ ଆକର୍ଷଣ ର ପ୍ରତୀକ ଅଟନ୍ତି l

Leave A Reply