Odisha news

ଟିକ୍‌ଟକ୍‌ର ବିକଳ୍ପ ଆପ୍‌

0

ଟିକ୍‌ଟକ୍‌ ପରିବର୍ତ୍ତେ ଅନେକ ସର୍ଟ-ଭିଡିଓ ମେକିଂ ଆପ୍‌ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି । ଅଳ୍ପ କିଛିଦିନ ମଧ୍ୟରେ ଚିଙ୍ଗାରି, ରୋପୋସୋ, ପବ୍ଲିକ୍‌ ଓ ମିତ୍ରେæô ଗୁଗଲ୍‌ ପ୍ଲେ ଷ୍ଟୋରରେ ଡାଉନଲୋଡ୍‌ ହେଉଥିବା ଶୀର୍ଷ ୨୦ ତାଲିକାରେ ଅଛି । ରୋପୋସୋ ଭିଡିଓ କ୍ରିଏସନ୍‌ ଓ ସେୟାରିଙ୍ଗ୍‌ ଆପ୍‌ ୧୨ଟି ଭାରତୀୟ ଭାଷାରେ ଉପଲବ୍ଧ । ଚିଙ୍ଗାରିକୁ ୨୫ ଲକ୍ଷରୁ ଅଧିକ ଥର ଡାଉନଲୋଡ୍‌ କରାଯାଇଛି ଯାହା ଟପ୍‌ ଫ୍ରି ଆପ୍‌ କାଟାଗୋରିରେ ଦ୍ୱିତୀୟ ସ୍ଥାନରେ ଅଛି । ମିତ୍ରେæôକୁ ୧୦ ମିଲିୟନ୍‌ରୁ ଅଧିକ ଡାଉନଲୋଡ୍‌ କରାଯାଇଛି । ଭିଡିଓ ପ୍ଲାଟଫର୍ମ ଟ୍ରେଲ୍‌ ବି ୨୪ ଘଣ୍ଟାରେ ୧ ମିଲିୟନ୍‌ରୁ ଅଧିକ ଡାଉନଲୋଡ୍‌ କରାଗଲାଣି । ଜି୫ର ସର୍ଟ-ଭିଡିଓ ପ୍ଲାଟଫର୍ମ ହିପିର ୩୦୦ରୁ ଅଧିକ କ୍ରିଏଟର୍‌ ହୋଇଗଲେଣି ।

Leave A Reply

Your email address will not be published.