Odisha news

ଏମିତିବି ହୋଟେଲ ଅଛି ଯେଉଁଠି ଶୋଇବା ପାଇଁ ନିଯୁକ୍ତି ମିଳିଥାଏ

0

ମଣିଷର ବଞ୍ଚିବା ପାଇଁ ଖାଦ୍ୟ,ବସ୍ତ୍ର ଓ ଘର ନିହାତି ଆବଶ୍ୟକ l ଏହି ସବୁ ଅବଶ୍ୟକକୁ ମେଣ୍ଟାଇବା ପାଇଁ ତାକୁ ରୋଜଗାର କ୍ଷମା ହେବାକୁ ପଡିଥାଏ l କେତେବେଳେ ସିଏ ନିଜ ଘର ପାଖରେ କିମ୍ବା ଅନ୍ୟ ସହରରେ ଯାଇ ରୋଜଗାର କରେ ,ଏମିତି କିଛି ଦେଶ ଅଛି ଯେଉଁ ଜାଗାରେ ଅଦ୍ଭୁତ ପ୍ରକାରର ନିଯୁକ୍ତି ମିଳିଥାଏ l

ଫିନଲାଣ୍ଡ ସ୍ଥିତ ଏକ ହୋଟେଲ ରେ କର୍ମଚାରୀ ମାନଙ୍କୁ ଶୋଇବା ପାଇଁ ନିଯୁକ୍ତି ଦିଆଯାଇଛି l ଏହି କଥା ଶୁଣିବା ପାଇଁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ଅଟେ l ଏହି ନିଯୁକ୍ତି କୁ ହୋଟେଲ ଟେଷ୍ଟର ଭାବରେ ମାନ୍ୟତା ଦିଆଯାଇଛି l ଏହି ଚାକିରୀରେ ନିଯୁକ୍ତି ହେଇଥିବା ବ୍ୟକ୍ତିକୁ ସାରା ରାତି ହୋଟେଲର ଅଲଗା ଅଲଗା ରୁମ ଭିତରେ ଶୋଇବାକୁ ପଡ଼ି଼ଥାଏ l ସକାଳ ହେବl ମାତ୍ରେ ସମ୍ପୂର୍ଣ ବିବରଣୀ ହୋଟେଲ ମ୍ୟାନେଜରଙ୍କୁ ଦେବାକୁ ପଡିଥାଏ l ଏଥିପାଇଁ ଉକ୍ତ କର୍ମଚାରୀ ଙ୍କୁ ଉପଯୁକ୍ତ ପାରିଶ୍ରମିକ ମଧ୍ୟ ମିଳିଥାଏ l

Leave A Reply