Odisha news

ମାତୃ ଦିବସରେ ମା ମାନଙ୍କୁ ମାସ୍କ ବାଣ୍ଟିଲେ ପୂର୍ବତନ କାଉନସିଲର।

0
କୋଣାର୍କ :  କରୋନା ମହମାରୀର ଭୟା ଭୟତା କୁ ଦୁଷ୍ଟି ରେ ରଖି ସଚେତନ ସ୍ୱରୂପ କୋଣାର୍କ ଏନଏସି ଅନ୍ତ୍ରର୍ଗତ 6ନମ୍ବର ୱାର୍ଡ଼ବାଲିସାଇ ର ଦଳିତ ମହିଳା ମାନଙ୍କୁ କରୋନା ସଚେତନ ର ବାତ୍ତା ଦେଇ ମାସ୍କ , ସାନିଟାଇଜର ଓ ବିସ୍ଚୁଟୁସ ବଣ୍ଟନ କରିଥିଲେ ପୁର୍ବତନ କାଉନସିଲର
ରୀନାରାଣୀ ବେହେରା ।
ମେ 10 ତାରିଖ ବିଶ୍ୱ ମାତୃ ଦିବସ ପାଳନ କରାଯାଉଥିବାରୁ ଏହିଉପଲଖେ ଦଳିତ ମା ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଏବଂ ସବୁ ମାମାନେ ନିଜ ହାତକୁ ବାରମ୍ବାର ସାବୁନୁ ରେ ଧୋଇବା ସହ ମୁହଁ ରେ ମାସ୍କ ପିନ୍ଧି ବାହାରକୁ ଆସିବା ପାଇଁ ସଚେତନ କରୁଥିଲେ।
ଆଗାମୀ ଦିନରେ ଅନ୍ୟ ୱାର୍ଡ଼ ଗ୍ରସ୍ତ କରି ମା ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଜୀବବୋଲି ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଜ୍ୟୋତିରାଜ ମହାନ୍ତି ଓ ଗଣେଶ ବେହେରା ଉପସ୍ଥିତ ରହି ଶ୍ରୀମତୀ ବେହେରାଙ୍କୁ ମାସ୍କ ବଣ୍ଟନ ରେ ସହଯୋଗ କରିଥିଲେ।
Nalco
Leave A Reply