Odisha news

ଟ୍ରକ ଧକ୍କା ରେ ୨ ବାଇକ ଚାଳକ ଗୁରୁତର ଜଣେ ଆହତ

0

ଠାକୁରମୁଣ୍ଡା୨୫/୦୫:  ମୟୂରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତା ର କେନ୍ଦୁଜିଆଣି ସରସ୍ୱତୀ ଶିଶୁ ମନ୍ଦିର ନିକତଟେ ଆଜି ବୁଧବାର ଏକ ୪୦୭ କଣ୍ଟେନାର ଟ୍ରକ ସହିତ ଏଜ ବାଇକ ଧକ୍କା ହେବାରୁ ବାଇକ ରେ ଥିବା ୨ ଜଣ ଗୁରୁତର ଜଣେ ଆହତ ହୋଇଛନ୍ତି।ଗୁରୁତର ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟ୍ରକ ଟି କଟକ ରୁ କରଞ୍ଜିଆ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ ସହିତ ଧକ୍କା ହୋଇଥିଲା। କରଞ୍ଜିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ  ଗୁରୁତର ଥିବା  ୨ ଜଣକୁ ବଣୁ ନାଏକ ଓ ରଞ୍ଜନ ନାଏକ କୁ ଅଧିକ ଚିକିତ୍ସା ପାଇଁ କଟକ ଓ କେନ୍ଦୁଝର ମେଡ଼ିକାଲ ସ୍ଥାନାନ୍ତରିତ କରିଥିବା ବେଳେ ସୁମନ୍ତ ନାଏକ କରଞ୍ଜିଆ ରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ରୋଗୀ କରଞ୍ଜିଆ ଥାନା ବଳା ଗ୍ରାମର ବୋଲି ଜଣାପଡିଛି

Leave A Reply