ତେନ୍ତୁଳିଖୁଣ୍ଟି:-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲ ଅଧୀନରେ ଥିବା ଦିଗି ପଂଚାୟତ ବା ସଲପା ସର୍କଲ ଅଧୀନରେ ଥିବା କାର୍ଲିଛୁଆ ଗ୍ରାମ୍ୟ ଜଙ୍ଗଲ ନିକଟରେ ଥିବା ପାହାଡ଼ ଟି ଯାହାର ପ୍ରଶାସନ ପକ୍ଷରୁ ଏଜବତ କଣସି ନିଲାମ ନ ହଇଥିବା ସତପେ ସେଠାରେ ବେଆଇନ ଭାବେ ପାହାଡ଼ ଖନନ କରି ଦିନକୁ ଦିନ ଟ୍ରାକ୍ଟର ଯୋଗେ ପଥର ଚାଲାଣ ଚାଲିଛି।କିନ୍ତୁ ପ୍ରଶାସନ ପକ୍ଷରୁ କଣସି ପ୍ରକାର କାର୍ଯନୁଷ୍ଠାନ କୋରା ନ ଯିବା।ପ୍ରଶ୍ନ ବାଛି ସୃଷ୍ଟି କରିଛି।ଦିଗି ପଂଚାୟତ ଓ କାର୍ଲିଛୁଆ ଗ୍ରାମ କିଛି ମୁଷ୍ଟି ମେୟ ବେକ୍ତି ସକ୍ରିୟ ହଇ ଉଠିଛନ୍ତି।ଜୋ ଦ୍ୱାରା ସରକାର ଙ୍କ ଅନେକ ରାଜସ୍ବ ହାନି ଘଟୁଛି।ଥିବା ବେଳେ ଏହାକୁ ଯଥାଶୀଘ୍ର ରଖାନାଗଲେ।ଆଗାମୀ ଦିନରେ ସରକାର ଙ୍କ ବ୍ୟାପକ ରାଜସ୍ପ ହାନି ଘଟିବା ଅସଂକର ହିଛି।ଏ ସମ୍ପର୍କରେ ସଲପା ରାଜସ୍ପ ନିରୀକ୍ଷକ ଓମ ପ୍ରକାଶ ଦାସ କୁ ପଚାରିବାରୁ ତାଙ୍କ ନିକଟରେ ଏ ସମ୍ବନ୍ଧରେ କଣସି ଖବର ନଥିବା କହି।ତଦନ୍ତ କରି ତହସିଲଦାର ଙ୍କୁ ଜଣାଇ ପାଇଁ କହିଛନ୍ତି।
