ତେନ୍ତୁଳିଖୁଣ୍ଟି:-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଦିଗିପଞ୍ଚାୟତ ଅଧିନସ୍ତ ସଲପା ଗ୍ରାମ ରଲିଙ୍ଗରାଜ ପ୍ରଧାନୀ ଓରଞ୍ଜନ ପ୍ରଧାନୀ, ଦୁଇ ଭାଇଙ୍କ ଘରେ ହଟାତ ନିଆଁ ଲାଗି ବାରୁ ତେନ୍ତୁଳିଖୁଣ୍ଟି ଦମକଲ ବାହିନୀ ଆସି ନିଆଁ କୁ ଆୟତ କରିଥିଲେ।ଏହି ଖବର ଶୁଣି ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ବିଜେଡିନେତା ହାରିଚନ୍ଦ୍ର ନାୟକ, ତେନ୍ତୁଳିଖୁଣ୍ଟି ବ୍ଳକ ଯୁବ ସଭାପତି ବିକ୍ରମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ସରକାରୀ ଯୋଜନା ରେ ସାମିଲ କରି କ୍ଷତି ପୂରଣ ଜଗାଇ ଦେବାକୁ ଶ୍ରୀ ପ୍ରଧାନୀକହିଥିଲେ।
