Odisha news

ଭାରତୀୟ ବଜାରରେ କଣ ରହିବ ଟେସଲାର ଗାଡି ମୂଲ୍ୟ

0

ଭାରତ ସରକାର ବର୍ତମାନ ଭାରତରେ ଇଲେକ୍ଟ୍ରୋନିକ୍ସ ବାହାନ କୁ ନେଇ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି, ବିଦେଶରୁ ଆସୁଥିବା ଇଲେକ୍ଟ୍ରୋନିକ୍ସ ଗାଡିର କଷ୍ଟମ ଡିୟୁଟି ର ଚାର୍ଜ ୧୧୦ ପ୍ରତିଶତ ରୁ କମାଇ ୧୫ ପ୍ରତିଶତ କରାଯାଇପାରିବ l କିନ୍ତୁ ଏହାକୁ ନେଇ କୌଣସି ସରକାରୀ ତଥ୍ୟ ସାମ୍ନାକୁ ଆସିନାହିଁ l କିନ୍ତୁ ଯଦି ସରକାର ଏହି ପଦକ୍ଷେପ ଗ୍ରହଣ କରନ୍ତି ତେବେ ଅନେକ ଗ୍ଲୋବାଲ ଅଟୋମେକର୍ସ ଙ୍କ ଭାଗ୍ୟ ଖୋଲିଯିବ l କଷ୍ଟମ ଦିୟଟି ର ଅନେକ ଇନଭେଷ୍ଟମେଣ୍ଟ ଟର୍ମସ ଓ ରିଭିନିୟୁ ମଧ୍ୟ କମା ଯାଇପାରିବ l

ଇମ୍ପୋର୍ଟ ଇଲେକ୍ଟ୍ରୋନିକ୍ସ କାର ଗୁଡିକ ଉପରେ କଷ୍ଟମ ଦିୟଟି କମିବା ଦ୍ୱାରା ଟେସ୍ଲା ଭାରତକୁ ନିଜର ଗାଡି ରପ୍ତାନି କରିପାରୁ ନଥିଲା, କିନ୍ତୁ କଷ୍ଟମ ଡିୟୁଟି କମିବା ଦ୍ୱାରା ଟେସ୍ଲା ର ଗାଡି ମୂଲ୍ୟ ଭାରତୀୟ ବଜାରରେ କମ ରହିବ, ଏବଂ କିଛି ଭାରତୀୟ ମଧ୍ୟ ଏହି ଗାଡିକୁ କିଣିପାରିବେ l ଆଶା କରାଯାଉଛି ଯେ ଟେସ୍ଲା ଭାରତକୁ ସମସ୍ତ କାର ଇମ୍ପୋର୍ଟ କରିବ, କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟ ରେ ଏହି ଗାଡି ଗୁଡିକ ର ମାନୁଫାକଚରିଂ ଆରମ୍ଭ ହେବା ଅସୁବିଧା ହେବ l ଭାରତୀୟ ସରକାରଙ୍କର କଷ୍ଟମ ଡିୟୁଟି କମିବା ପରେ ଟେସ୍ଲା ମଡ଼େଇ Y ଭାରତୀୟ ବଜାରରେ ୪୦ ରୁ ୫୦ ଲକ୍ଷ ରେଞ୍ଜ ରେ ରହିବ l

ଟେସ୍ଲା ପ୍ରିମିୟମ ଇଲେକ୍ଟ୍ରିକ କାର ନିର୍ମାଣ କମ୍ପାନୀ ଅଟେ, ଭାରତରେ ମଧ୍ୟ ପୂର୍ବରୁ ଏଭଳି କାର ନିର୍ମାଣ କମ୍ପାନୀ ରହିଛନ୍ତି l ଭାରତରେ ଟେସ୍ଲା ର ଗାଡିର ଟକର BYD , ମାର୍ସିଡିଜ ବେଞ୍ଜ ଓ BMW ଭଳି କାର କମ୍ପାନୀର ଗାଡି ଦେବେ ବୋଲି ଆଶା କରାଯାଉଛି l

Leave A Reply