ତେଲକୋଇ-ତେଲକୋଇ ଥାନା ଅନ୍ତର୍ଗତ ବିଞବାହାଳ ଗ୍ରାମ ନିକଟରେ କିଛି ର୍ଦୁବୃତ୍ତ ୪୯ ନମ୍ବର ଜାତୀୟ ରାଜପଥ ରେ ଲୁଟେରା ଙ୍କ ରାଜ ଚାଲିଥିବା ଜଣାପଡିଛି ।ପ୍ରକାଶ ଯେ ଗତ ବୁଧବାର ବିଳମ୍ବିତ ରାତିରେ ଗୋଟିଏ ୧୦ ଚକିଆ ଆଇରନଟ୍ରକନଂOR09P2001ଝାରସୁଗୁଡାଠା
ଗାଡି ଷ୍ଟାପଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରିବା ସହିତ ଗାଡି ର ଡୋର ଖୁଲିବାକୁ ଧମକ ଦେଇଥିଲେ ।ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଏକ ଟ୍ରକ ଦୃତଗତିରେ ମାଡି ଆସୁଥିବା ଦେଖି ର୍ଦୁବୃତ୍ତ ମାନେ ଗାଡି ପାଖରୁ ସାଇଡ ହୋଇ ଯିବା ଫଳରେ ଅଟକ ଥିବା ୧୦ ଚକିଆ ଟ୍ରକ ଟି ଜୀବନ ବିକଳରେ ପଳାଇଯାଇଥିଲା ଏବଂ ଅଳ୍ପକେ ବର୍ତି ଯାଇଥିଲେ ।ଏହାଦେଖି ଗାଡି କେବିନ ଉପରେ ଥିବା ଦୁଇ ର୍ଦୁବୃତ୍ତ ଗାଡିରୁ ତଳକୁ ଡେଇଁ ପଡଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୪୯ନମ୍ବର ଜାତୀୟ ରାଜପଥ ଉପରେ ପୋଲିସର କଡା ନଜର ତଥା ପେଟ୍ରୋଲିଂ ରହିଲେ ଏଭଳି କାର୍ଯ୍ୟକୁ ରୋକାଯାଇ ପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
