ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲାର ପ୍ରୟୋଗ କରାଯାଏ ।ସେମାନଙ୍କ ମଧ୍ୟରୁ ତେଜପତ୍ର ଗୋଟିଏ ।ତେଜ ପତ୍ର ବାସ୍ନା ସହିତ ଅନେକ ଗୁଡ଼ିଏ ପୋଷାକ ତତ୍ୱରେ ଭରପୁର ଅଟେ ।ଏଥିରେ ଆଣ୍ଟି ଅକ୍ସିଡେଣ୍ଟ,କପର,କ୍ୟାଲସିୟମ ଓ ଆଇରନ ରହିଛି ।ତେଜ ପତ୍ରରେ ପ୍ରସ୍ତୁତ ହେଉଥିବା ଚା ଶରୀର ପାଇଁ ଖୁବ୍ ଲାଭ ଦାୟକ ଅଟେ ।ଆସନ୍ତୁ ଜାଣିବା ଏହାର ହିତକର ଗୁଣ ବିଷୟରେ

Comments are closed.