Odisha news

ତାଳଚେର ଆକ୍ଟିଭ ମିଡ଼ିଆ ସଂଘ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ

0

ତାଳଚେର: ବିଶ୍ୱରେ ମହାମାରୀ କରୋନାର କାୟା ବିସ୍ତାର କରୁଥିବା ଭୟାବହତାକୁ ଆଖି ଆଗରେ ରଖି ଆବଶ୍ୟକ ରକ୍ତ ଅଭାବ ଆଶଙ୍କାକୁ ନେଇ ତାଳଚେର ଆକ୍ଟିଭ ମିଡ଼ିଆ ସଂଘ ତରଫରୁ ପ୍ରଥମ ଥର ପାଇଁ ତାଳଚେର ସବ୍ ଡିଭିନାଲ ମଣ୍ଡାପାଳ ସରକାରୀ ଡାକ୍ତରଖାନାସ୍ଥିତ ରକ୍ତ ଭଣ୍ଡାର ଠାରେ ୧୦ ୟୁନିଟ୍ ରକ୍ତ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏହି ସଂଘର ମହାନତାକୁ ନେଇ ସେଠାରେ ଉପସ୍ଥିତ ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ପ୍ରଶଂସା କରିଥିଲେ ।

Govt
Leave A Reply