ତାଳଚେର :ତା 11/04:କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆସନ୍ତା ଏପ୍ରିଲ 12ତାରିଖ ବୁଧବାର ଦିନ ଦିନିକିଆ ତାଳଚେର ଗସ୍ତ ରେ ଆସିବାର କାର୍ଯ୍ୟକ୍ରମ ରହିଛି |ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ହିଙ୍ଗୁଳା ଙ୍କର ନବଦିନାତ୍ମକ ଯାତ୍ରା ର ଶେଷ ଦିନ ଶୀତଳା ରେ ଅପରାହ୍ନ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦର୍ଶନ କରିବା ର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ମିଡ଼ିଆ ସେଲ ପକ୍ଷରୁ ପ୍ରକାଶ |