Odisha news

ପରିବହନ ଶ୍ରମିକ ୟୁନିୟନ ଜିଲ୍ଳାପାଳଙ୍କୁୁ ୭ଦଫା ଦାବି ପ୍ରଦାନ

0

ତାଳଚେର ତା ୨୧/୦୩ ଆଜି ମହାନଦୀ କୋଲଫିଲଡ଼ସ୍ ଠିକାଦାର ପରିବହନ ଶ୍ରମିକ ୟୁନିୟନ ସଭାପତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ କଣିହାଁ ଠାରୁ ଲିଙ୍ଗରାଜ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତ ଠିକାଶ୍ରମିକ ଓ ଠିକା ସୁରକ୍ଷାକର୍ମୀମାନଙ୍କ ୭ଦଫା ଦାବିକୁ ନେଇ ମଟରସାଇକେଲ୍ ର‌୍ୟାଲି ମାଧ୍ୟମରେ ତାଳଚେର ଜଗନ୍ନାଥ ମନ୍ଦିର ଠାରୁ ବାହାରି ଅନୁଗୋଳ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚି ୭ଦଫା ଦାବି ପ୍ରଦାନ କରିବା ସହ ଯଥାଶିଘ୍ର ସମସ୍ୟାର ସମାଧାନ କରିବାକୁ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜୁ ବରିଷ୍ଠ ଯୁବଛାତ୍ର ଓ ମହିଳା ଜନତା ଦଳର ସମସ୍ତ କର୍ମକର୍ତା ସାମିଲ ହୋଇଥିବା ଜଣାପଡ଼ିଛି ।

Nalco
Leave A Reply