Odisha news

ବ୍ରାଉନସୁଗାର ଜବତ : ୧ଗିରଫ

0

ତାଳଚେର ତା୨୫/୦୯ ତାଳଚେର ଅବକାରୀ ଇନ୍ସିପେକ୍ଟର ଅନିତା ଓଝାଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ତାଳଚେର ଥାନା ଅନ୍ତର୍ଗତ ରେମୁଁଆ ଅଂଚଳର ବିକୁ ପଟ୍ଟନାୟକକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Nalco
Leave A Reply