Odisha news

ରାହୁ କେତୁ ଙ୍କ ଭଳି କ୍ରୁର ଗ୍ରହର ମଧ୍ୟ ଶୁଭ ଦୃଷ୍ଟି ରହିଥାଏ ଏହି ୨ ରାଶି ଙ୍କ ଉପରେ 

0
ପ୍ରତ୍ୟେକ ରାଶିର କେହି ନା କେହି ସ୍ୱାମୀ ଗ୍ରହ ରହିଛନ୍ତି l କିନ୍ତୁ ରାହୁ ଓ କେତୁ ଏଭଳି ଦୁଇଟି ଅଶୁଭ ଗ୍ରହ ଯିଏକି କୌଣସି ରାଶିର ସ୍ୱାମୀ ଗ୍ରହ ନୁହନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୁଇଟି ଗ୍ରହ ମାୟାବୀ ଗ୍ରହ ଅଟନ୍ତି ଏବଂ ରାହୁ କେତୁ ଛାୟା ଗ୍ରହ ଅଟନ୍ତି l
ରାହୁ କେତୁ ଙ୍କ ଗଣତି ଶନି ଙ୍କ ଭଳି ଅଶୁଭ ଗ୍ରହ ରେ ହୋଇଥାଏ l ଏହି ଦୁଇଟି ଗ୍ରହ ଅଶୁଭ ଫଳ ଦେଇ ଥାଆନ୍ତି l ଜାତକ ରେ ଜୀବନ ବର୍ବାଦ କରି ଦିଅନ୍ତି ଦୁଇଟି ଗ୍ରହ l ରାହୁ କେତୁ ଗ୍ରହ ସବୁବେଳେ ବକ୍ର ଚଲନ କରି ଥାଆନ୍ତି l
କିନ୍ତୁ ରାହୁ ଙ୍କ ର ଯଦି ଜାତକ ଉପରେ ଶୁଭ ଫଳ ପଡିଲା ତେବେ ରଙ୍କ ମଧ୍ୟ ରାଜା ହୋଇଯାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ଦୁଇଟି ରାଶି ରହିଛି ଯାହା ଉପରେ ରାହୁ କେତୁ ଙ୍କ ଶୁଭ  ପ୍ରଭାବ ରହିଛି l
ସେହି ଦୁଇଟି ରାଶି ହେଲେ ରାହୁ ଙ୍କ ର ପ୍ରିୟ ରାଶି ସିଂହ ରାଶି l ସିଂହ ରାଶି ଉପରେ ରାହୁ ଙ୍କ ର ଶୁଭ ପ୍ରଭାବ ରହିଥାଏ l ରାଜନୀତି କ୍ଷେତ୍ର ରେ ଉଚ୍ଚ ସ୍ଥାନ ଦେଇଥାଏ l ସକାରାତ୍ମକ ପ୍ରଭାବ ରହିଥାଏ ଏବଂ ଧନ ବୈଭବ ଯୋଗ ମଧ୍ୟ ଦେଇଥାଏ l
ବିଛା ରାଶି ଉପରେ ମଧ୍ୟ ରାହୁ ଙ୍କ ଶୁଭ ପ୍ରଭାବ ରହିଥାଏ , ଏହି ରାଶିର ଲୋକଙ୍କୁ ଅଚାନକ କ୍ୟାରିଆର ରେ ସଫଳତା ମିଳିଥାଏ l ବ୍ୟବସାୟ ରେ ସଫଳତା ମିଳିଥାଏ , ସମାଜ ରେ ମାନସମ୍ମାନ ମିଳିଥାଏ l
Leave A Reply