ଫେଲ ମାରିଛି ସରକାରୀ କଟକଣା ବାଇକରେ ୧୭୪୫କିମି ଯାତ୍ରାକରି ମହାରାଷ୍ଟ୍ର ରୁ ଓଡିଶା ପହଁଚିଲେ ଦୁଇ ଯୁବକ
ଗୋପ : ସରକାରୀ କଟକଣା ଗଳା ବାଟଦେଇ ଖସି ଆସୁଛନ୍ତି ପ୍ରବାସୀ ଓଡ଼ିଆ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରିଜିଲା ଗୋପ ବ୍ଲକରେ ।ଗୋପ ବ୍ଲକ ଅଧିନ ନୂଆଖୋଲମରା ପଞ୍ଚାୟତ ନନ୍ଦିଗୋରଡା ଗ୍ରାମର ଦୁଇ ଯୁବକ ମହାରାଷ୍ଟ୍ର…
Read More...
Read More...