ଭାରତୀୟ ରେଳ ଦେଶରେ ରେଳ ସେବାକୁ ସ୍ବାଭାବିକ କରିବାକୁ ପଦକ୍ଷେପ ନେବା ଆରମ୍ଭ: ଦେଶରେ ଚାଲିବ ୨୦୦ଟି ଏକ୍ସପ୍ରେସ ଟ୍ରେନ
ନୂଆଦିଲ୍ଲୀ : ଭାରତୀୟ ରେଳ ଦେଶରେ ରେଳ ସେବାକୁ ସ୍ବାଭାବିକ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି । ଆସନ୍ତା ଜୁନ୧ରୁ ଦେଶରେ ପ୍ରାୟ ୨୦୦ଟି ଏକ୍ସପ୍ରେସ ମେଲ ଟ୍ରେନ ଚାଲିବ । ଏଗୁଡ଼ିକ ପାଇଁ ୨୧ ମେରୁ ବୁକିଂ ଆରମ୍ଭ ହୋଇଛି…
Read More...
Read More...