ସ୍ୱତନ୍ତ୍ର ଅବଧୂତଙ୍କ ଚବିଶି ଗୁରୁ Sep 2, 2020 0 ଡ଼ ପ୍ରତିଭା ମହାରଥୀ : କପିଳ ସଂହିତାରେ ବର୍ଣ୍ଣିତ ଅଛି, “ବର୍ଷାଣାଂ ଭାରତ ଶ୍ରେଷ୍ଠୋ ଦେଶାଣାମ୍ ଉକ୍ରଳଶ୍ରୁତଃ ଉକ୍ରଳସ୍ୟ ସମଦେଶୋ ଦେଶୋନାସ୍ତି ମହୀତଳେ ।” ବାସ୍ତବିକ୍ ସମଗ୍ର ବିଶ୍ୱରେ ଭାରତ ଶ୍ରେଷ୍ଠ ବୋଲି ପ୍ରତିପାଦିତ… Read More...
ସ୍ୱତନ୍ତ୍ର ତସ୍ମୈ ଶ୍ରୀ ଗୁରବେ ନମଃ Sep 2, 2020 0 ଯଦୁମଣି ପାଣିଗ୍ରାହୀ : ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଆମ ପୁରାଣ ଶାସ୍ତ୍ରରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ତୁଳନା… Read More...
ସ୍ୱତନ୍ତ୍ର ପ୍ରଣମ୍ୟ ଗୁରୁଜୀ Sep 2, 2020 0 ଇଂ. ରାଜଶେଖର ଲାହା : ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ‘ଗୁ' ଶବ୍ଦର ଅର୍ଥ… Read More...
ସ୍ୱତନ୍ତ୍ର ସେ ଥିଲେ ଗୁରୁଣାଂ ଗୁରୁ Sep 2, 2020 0 ଯଦୁମଣି ପାଣିଗ୍ରାହୀ : ଆମ ଦେଶ ଭାରତ ବର୍ଷରେ ଗୁରୁ ଓ ଶିଷ୍ୟର ମହାନ ପରମ୍ପରା ବୈଦିକ ଯୁଗରୁ ପୁଣି ଆଜି ଯାଏଁ ପ୍ରଚଳିତ ରହି ଆସିଛି । ଗୁରୁଙ୍କ କୃପା ବିନା ମଣିଷ ଜୀବନ ଅସାର ଓ ଅଲୋଡା ମନେ ହୋଇଥାଏ । ପିତାମାତା ପିଲାଟିଏ… Read More...
ସ୍ୱତନ୍ତ୍ର ଗୁରୁ ହିଁ ସାକ୍ଷାତ ଈଶ୍ୱର Sep 1, 2020 0 ଜଣେ ଆଦର୍ଶ ଛାତ୍ର ତିଆରି କରିବାର ଗୁରୁ ଦାୟିତ୍ୱଟି ସଦାସର୍ବଦା ନ୍ୟସ୍ତ ଥାଏ ଜଣେ ଗୁରୁଙ୍କ ଉପରେ । ଗୁରୁମାନେ ହିଁ ପ୍ରକାରାନ୍ତରେ ସମାଜ ସଂସ୍କାରକ । ସମାଜର ମଙ୍ଗଳ ତଥା କଲ୍ୟାଣ ଚିନ୍ତା କରି ସେମାନଙ୍କର ଜ୍ଞାନ, ଆଦର୍ଶ,… Read More...
ସ୍ୱତନ୍ତ୍ର ଗୁରୁ ଶିଷ୍ୟ ପରମ୍ପରା ଓ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା Sep 1, 2020 0 ହିମାଂଶୁ ଶେଖର ଆଚାର୍ଯ୍ୟ : ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ପାଇଁ ଗୁରୁଦିବସ ଏକ ବଡ ଅବସର । ମହାଭାରତର କୃଷ୍ଣ-ସନ୍ଦିପନୀ, ଦ୍ରୋଣ-ଏକଲବ୍ୟଙ୍କଠାରୁ ଆରମ୍ଭକରି ଛତ୍ରପତି ଶିବାଜୀ ଓ ଗୁରୁ ରାମଦାସଙ୍କ… Read More...