ଗ୍ରୀନଜୋନରୁ ଓରେଞ୍ଜ ଜୋନକୁ ଗଲା ରାୟଗଡ଼ା: ଜଣେ ଯୁବତୀ କରୋନା ଆକ୍ରାନ୍ତ
ରାୟଗଡା,୩।୬ (Rabindra patakhandal)ଗ୍ରୀନଜୋନକୁ ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟି ଓରେଞ୍ଜ ଜୋନକୁ ଆସିଲା ରାୟଗଡ଼ା। ରାଜ୍ୟର ୨୯ଟି ଜିଲ୍ଲା ପରେ ୩୦ତମ ଜିଲ୍ଲା ରୂପେ ରାୟଗଡାରେ କରୋନା ପଜିଟିଭ ଚିହ୍ନଟ ହୋଇଛି।…
Read More...
Read More...