ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ ନିଜ କର୍ମଚାରୀଙ୍କ ପାଇଁ ଆରମ୍ଭ କଲା ଭର୍ଚୁଆଲ ଓପିଡ଼ି କ୍ଲିନିକ
ସମଗ୍ର ରାଷ୍ଟ୍ରରେ ସଂପ୍ରତି ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟସେବାଗତ ଜରୁରୀ ପରିସ୍ଥିତି ପରିପ୍ରେକ୍ଷୀରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ) ପକ୍ଷରୁ ଏହାର କର୍ମଚାରୀଙ୍କ ପାଇଁ ଏକ ଭର୍ଚୁଆଲ ବର୍ହିଃରୋଗ ବିଭାଗ…
Read More...
Read More...