Odisha news
Browsing Tag

one arrested

ବାଘଛାଲ ରାକେଟ୍ ର କିଙ୍ଗ ପିନ ଧରାପଡ଼ିଲେ : ରଣପୁର ତଳ ମଣିନାଗ ବନାଂଚଳରୁ ଦୁଇ ବାଘଛାଲ ସହ ହାଡ ଜବତ , ଜଣେ ଗିରଫ

ରଣପୁର : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ତଳ ମଣିନାଗ ବନାଂଚଳରୁ ୨ବାଘ ଛାଲ ଜବତ ହେବା ସହ ଜଣକୁ ଗରିଫ କରାଯାଇଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତ ହେଲେ ଚାନ୍ଦପୁର ଥାନା ଏବଂ ରଣପୁର ବନାଂଚଳ ଅଧିନସ୍ଥ ବନ୍ଧମୁଣ୍ଡା ଗ୍ରାମ…
Read More...

ଅବକାରୀ ବିଭାଗର ଚଢ଼ଉ : ଅଟୋରେ ଯାଉଥିବା ୨ଶହ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଗିରଫ୍

ଭଦ୍ରକ,୧୦ା୦୬(ଜିପ୍ର): ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣିଗଡିଆ ଛକ ଅଞ୍ଚଳରେ ପେଟ୍ରୋଲିଂ ବେଳେ ଚରମ୍ପା ଆଡୁ ବାଇପାସ୍‍ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ(ଓଆର ୨୨ଏଫ୍‍-୯୨୩୭)ରେ ୨ଶହ…
Read More...

ଏସପିଙ୍କ ଆବାସ ନିକଟରୁ ବିଦେଶୀ ମଦ ଜବତ, ଜଣେ ଗିରଫ

ରାୟଗଡା,୨୩ ।୫ :  ଚାରିଅଢେ ଲକ ଡ଼ାଉନ । ସବୁ ଦୋକାନରେ ତାଲା । ବାଦ ପଡ଼ିନି ଦେଶୀ ଆଉ ବିଦେଶୀ ମଦ କାରବାର ଏହାର ଫାଇଦା ଉଠାଉଛନ୍ତି ଅସାଧୁ ମଦ ବ୍ୟବସାୟୀ । ଆଉ ବିଭିନ୍ନ ଗଳାବାଟ ମାଧ୍ୟମରେ ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କ…
Read More...