ପୁଦିନା ପତ୍ର ମଣିଷ ଶରୀର ପାଇଁ ମହୋଷଧି
ପୁଦିନା ପତ୍ରର ସ୍ୱାଦ ହିଁ ଏହାର ଏକ ପରିଚୟ ଅଟେ l ବିଶ୍ୱର ଅଧିକାଂଶ ସ୍ଥାନରେ ପୁଦିନା ପତ୍ର ମିଳିଥାଏ l ଭାରତରେ ପୁଦିନର ଚଟଣି ଘରେ ଘରେ ବ୍ୟବହାର କରାଯାଏ l ଆୟୁର୍ବେଦରେ ପୁଦିନକୁ ଔଷଧ ଭାବରେ ବିଭିନ୍ନ ରୋଗ ପାଇଁ ବ୍ୟବହାର…
Read More...
Read More...