ଉତ୍ତର ପ୍ରଦେଶ ର୨୧ ଜଣ ଶ୍ରମିକ ଆଜି ପାରାଦୀପରୁ ପାଦରେ ଚାଲି ଚାଲି ଘରକୁ ଯାଉଥିବା ବେଳେ ଫେରାଇ ଆଣିଲା ପ୍ରଶାସନ
ପାରାଦୀପରେ ଏକ ଘରୋଇ କମ୍ପାନିର କାର୍ଯ୍ୟରତ ୨୧ ଜଣ ଶ୍ରମିକ ଆଜି ପାରାଦୀପରୁ ପାଦରେ ଚାଲି ଚାଲି ଘରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ସଂକ୍ରାନ୍ତରେ ଖବର ପାଇ ତୁରନ୍ତ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ ।…
Read More...
Read More...