ଟୋକିଓ ଅଲମ୍ପିକ : ସେମି-ଫାଇନାଲରେ ହାରିଲେ ଭାରତର ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ
ଟୋକିଓ : ଭାରତର ତାରକା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପୁରୁଷ ଫ୍ରିଷ୍ଟାଇଲ ୬୫ କିଲୋଗ୍ରାମ କୁସ୍ତି ସେମି-ଫାଇନାଲରେ ଅଜରବୈଜାନର ହାଜି ଆଲିଏଭଙ୍କଠାରୁ ହାରିଯାଇଛନ୍ତି ।
ଏହି ବିଜୟ ସହ ଆଲିଏଭ ଫାଇନାଲରେ ପ୍ରବେଶ କରିଛନ୍ତି…
Read More...
Read More...