ହାଟଡ଼ିହି : ଶାଳଣିଆଁରୁ୫ ଓ ଆମ୍ବୋ ଓ ସୁଲଣରୁ ଜଣେ ଲେଖାଏଁ କରୋନା ପଜେଟିଭ ଚିହ୍ନଟ, ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା…
ହାଟଡ଼ିହି : ହାଟଡିହି ବ୍ଲକ ଶାଳଣିଆଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଆଜି ୫ଜଣ, ଆମ୍ବୋରୁ ଜଣେ ଓ ସୁଲଣରୁ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି ।…
Read More...
Read More...