୩୬ଘଣ୍ଟା ଧରି ବିଦୁ୍ୟତ୍ କାଟ୍ କୁ ନେଇ ରାସ୍ତା ରୋକ : ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଜଳିଲା ବିଦୁ୍ୟତ୍
ରଣପୁର ଓ ଏହାର ଆଖପାଖ ଅଂଚଳର ପ୍ରାୟ ଲକ୍ଷାଧିକ ଗ୍ରାହକ ଦୀର୍ଘ ୩୬ଘଣ୍ଟା ବିଦୁ୍ୟତ୍ କାଟ୍ ପରେ ବିଦ୍ୟୁତ୍ ସେବା ପାଇଲେ । ଗତ ରବିବାର ସକାଳ ୫ଘଟିକା ସମୟରୁ ସୋମବାର ସଂଧ୍ୟା ୫ଘଟିକା ସମୟ ପର୍ଯ୍ୟନ୍ତ ବିଦୁ୍ୟତ୍ ସେବାରୁ ବଂଚିତ…
Read More...
Read More...