ଭଦ୍ରକ ଜିଲ୍ଲାରେ “କରୋନା’ କଟକଣା ୯ଗିରଫ୍ ଅମାନ୍ୟକାରୀ, ୧୬୫ଗାଡି ଜବତ ଓ ୨.୯୦ଲକ୍ଷ ଜରିମାନା ଆଦାୟ
ଭଦ୍ରକ:ଭଦ୍ରକ ଜିଲ୍ଲାରେ "କରୋନା' ଲାଗି "ଲକ୍ଡାଉନ'କଟକଣାକୁ ଅମାନ୍ୟ କରି ଆଜି ୯ଜଣଙ୍କୁ ପୋଲିସ ଗିରଫ୍ କରିଛି । ଗିରଫ ମାନଙ୍କ ମଧ୍ୟରୁ ଭଦ୍ରକ ଟାଉନ ପୋଲିସ ୮ଜଣ ଓ ବାସୁଦେବପୁର ପୋଲିସ ଜଣେ ବୋଲି ଜଣାଯାଇଛି । ସେହିଭଳି…
Read More...
Read More...