ରକ୍ତଦେଇ ୪ ବର୍ଷ ବୟଷର ଥାଲାସେମିଆଁ ରୋଗୀର ଜୀବନ ବଂଚାଇଲେ ପୋଲିସ ଜବାନ
ଫୁଲବାଣୀ: କନ୍ଧମାଳ ପୁଲିସ୍ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ରୋନିତ୍ କୁମାର ବେହେରା ଜଣେ ୪ ବର୍ଷର (ଥାଲାସେମିଅାଁ ରୋଗୀ) ଶିଶୁକୁ ରକ୍ତଦେଇ ଜୀବନ ବଂଚାଇଛନ୍ତି । କନେଷ୍ଟବଳ ଶ୍ରୀ ବେହେରା ଫୁଲବାଣୀ କୋଭିଡ଼୍…
Read More...
Read More...