ମାଆ ଲାଗି ଅଲୋଡା ସାଜିଲା ନବଜାତ ଶିଶୁ : ଏକ କିଆବୁଦାମୁଳରୁ ଉଦ୍ଧାର ହୋଇଛି ଶିଶୁ ପୁତ୍ର
ଛତ୍ରପୁର : ମାଆ ଲାଗି ଅଲୋଡା ସାଜିଲା ନବଜାତ ଶିଶୁ । ଏକ କିଆବୁଦାମୁଳରୁ ଉଦ୍ଧାର ହୋଇଛି ଶିଶୁ ପୁତ୍ର । ମାଆର ବାତ୍ସଲ୍ୟତା ଯେ ନିଜର ଜନ୍ମିତ ଶିଶୁ ପାଇଁ ଅଲୋଡା ହୋଇପାରେ ଏହି ଭଳି ହୃଦୟ ବିଚାରକ ଘଟଣା ଦେଖିବାକୁ ମିଳିଛି…
Read More...
Read More...