ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ଆଜିସୁଦ୍ଧା ବଂଟା ଯାଇଛି ୬.୮ କୋଟି ମାଗଣା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ, ୨୧ / କୋଭିଡ-୧୯ ଦ୍ୱାରା ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଭାବକୁ ଦୃଷ୍ଟିରେ ରଖି, ଭାରତ ସରକାର ଗରିବଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି)ର ପ୍ରବର୍ତନ କରିଛନ୍ତି ।…
Read More...
Read More...