ପୋଲିସ ଓ ଅବକାରୀ ବିଭାଗର ମିଳିତ ଛଡାଉ। ୨ ହଜାର ପୋଚ ଓ ୨ ଶହ ଲିଟର ଚୋରା ଦେଶୀ ମଦ ନଷ୍ଟ କରାଗଲା।
ବୋରିଗୁମ୍ମା (K.sakil dora)--ମହାମାରୀ କରୋନା ଭାଇରସ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଚାଲୁଥିବା ବେଳେ ଅତ୍ୟାବଶକ ସାମଗ୍ରୀ ଦୋକାନ ଖୋଲା ଯାଉଛି। ମାଦକ ଦ୍ରଵ୍ୟ ଯଥା ମଦ, ଗୁତୁଖା ଭଳି ସମ୍ପୂର୍ଣ୍ଣ ଭାବେ ବେଆଇନ…
Read More...
Read More...