ପାରାଦ୍ୱୀପ ଅପହରଣ ଓ ହତ୍ୟା ଘଟଣା: ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପାରାଦ୍ୱୀପ ପୋଲିସ
ପାରାଦ୍ୱୀପ , ବହୁ ଚର୍ଚ୍ଚିତ ଡ୍ରାଇଭର ଶରତ ଜେନା ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦା ଫାଶ କରିଛି ପାରାଦ୍ୱୀପ ପୋଲିସ । ଗୁରୁବାର ଦିନ ପାରାଦ୍ୱୀପ ଆଦର୍ଶଥାନା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।…
Read More...
Read More...