ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ସହକର୍ମୀ ଙ୍କ ମହାନତା : ଶହଶହ ସଂଖ୍ୟାରେ ଥିବା ମାଙ୍କଡ ଭୋକ ମେଣ୍ଟାଇ
ଧର୍ମଶାଳା : କରୋନା ପାଇଁ ଲକ୍ଡାଉନ ଲାଗୁ ହେବା ପରେ ବିଭିନ୍ନ ପର୍ଯ୍ୟଟନସ୍ଥଳି ଜନଶୁନ୍ୟ ହୋଇପଡିଛି । ଏହିକ୍ରମରେ ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳି ଚଣ୍ଡି ମନ୍ଦିରକୁ ପର୍ଯ୍ୟଟକ ଆସୁ ନଥିବାରୁ ଏଠାରେ ଥିବା ଶହଶହ…
Read More...
Read More...