ଜଗନ୍ନାଥଙ୍କ ରଥ ଯାତ୍ରା : ତିନି ରଥର ଦୁଆରଘଡ଼ା ଓ ଏଥିରେ ନାଟଗୋଡ଼ ଲାଗିବା କାର୍ଯ୍ୟ ସଂପୂର୍ଣ୍ଣ
ପୁରୀ : ଗତକାଲି ତିନିରଥର ଦୁଆରଘଡ଼ା ଓ ଏଥିରେ ନାଟଗୋଡ଼ ଲାଗିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ଆଜି ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ଧ୍ବଜାବତା ଲାଗିଛି। ପ୍ରତିରଥରେ ୪ଟି ଲେଖାଏଁ ୧୨ଟି ଧ୍ବଜାବତା ଲଗାଯାଇଛି। ସେପଟେ…
Read More...
Read More...