କ୍ୟାନ୍ସର ପୀଡ଼ିତଙ୍କ ପାଇଁ ୮୦ ଛାତ୍ରୀଙ୍କ କେଶ ଦାନ
କୋଏମ୍ବାଟୁରସ୍ଥିତ ଏକ ଘରୋଇ କଲେଜର ୮୦ ଜଣ ଛାତ୍ରୀ ନିଜ କେଶ କାଟି ଦାନ କରିଛନ୍ତି । ସେଥିରେ କ୍ୟାନ୍ସର ସର୍ଭାଇଭର୍ଙ୍କ ପାଇଁ ୱିଗ୍ ତିଆରି ହେବ । ସେମାନେ କହିଛନ୍ତି, ଆମେ ରୋଗୀମାନଙ୍କୁ ଆର୍ଥିକ ସହାୟତା କରିପାରିବୁ…
Read More...
Read More...