କର୍ମଚାରୀଙ୍କ କାମ ଚାପ ହାଲୁକା କରିବା ପାଇଁ କାର୍ଯ୍ୟାଳୟରେ ମନଖୋଲି ନାଚିଲେ ସିଇଓ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସାଧାରଣତଃ ଅଫିସରେ କାମର ବହୁତ ଚାପ ରହିଥାଏ। ସମୟସମୟରେ ଏମିତି ବି ଦେଖିବାକୁ ମିଳିଛି କି କାର୍ଯ୍ୟାଳୟରେ କାମର ଚାପ ଏତେ ରହିଥାଏ କି ଛୁଟି ହେବା ସମୟ ଯାଏଁ ବି କାମ ଶେଷ ହୋଇ ନଥାଏ। ଖୋଲାଖୋଲି ଭାବେ କହିବାକୁ…
Read More...
Read More...