ଆନ୍ତଃ ଜିଲ୍ଲା ୨ ଚୋର ଗିରଫ : ୨୦ହଜାର ଟଙ୍କା ସହ ଗହଣା ଉଦ୍ଧାର
ରାୟଗଡା,୨୦ ।୧(ରବୀନ୍ଦ୍ର ପାଟଖଣ୍ଡଳ)- ଗୌତମ ନଗର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡା ପୋଲିସ ଏଥି ସହ ୨୦ ହଜାର ଟଙ୍କା ସହ ଗୋଟିଏ ସୁନାର ନେକ୍ଲେସ ଏବଂ ଗୋଟିଏ ଯୋଡା କାନ ଫୁଲ ଉଦ୍ଧାର କରିଛି । ଏ ନେଇ ଆଜି ରାୟଗଡା…
Read More...
Read More...