ପ୍ରାୟ ସମସ୍ତ ଲୋକେ ଚାହିଁ ଥାଆନ୍ତି ସେମାନେ ସମସ୍ତ ପ୍ରକାର ପୋଷାକ ତତ୍ୱ ଯୁକ୍ତ ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିବେ l କିନ୍ତୁ ଅନେକ ସମୟରେ ଏହା ସମ୍ଭବ ହୋଇ ପାରି ନଥାଏ l ଅନେକ ଗୁଡିଏ ଖାଦ୍ୟ ଏଭଳି ରହିଥାଏ ଯେଉଁଥିରେ ଫାଇବର ପ୍ରୋଟିନ ମାତ୍ରା ଖୁବ ଅଧିକ ରହିଥାଏ , କିନ୍ତୁ ସେଥିରେ ଭୀତମୀନସ ଅଧିକ ମାତ୍ରାରେ ରହିଥାଏ l ଅନ୍ୟ ପକ୍ଷରେ କିଛିଟା ଖାଦ୍ୟ ପଦାର୍ଥ ରେ ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ଖୁବ ଅଧିକ ରହିଥାଏ କିନ୍ତୁ ଶରୀର କୁ ଯେଉଁ ମିନେରାଲସ ର ଆବଶ୍ୟକତା ରହିଥାଏ ତାହା ମିଳି ନଥାଏ l ଆଜି ଆମେ ଜାଣିବା ସେଇଭଳି କିଛିଟା ସୁପରଫୁଡ ବିଷୟରେ ଯାହା ଆମର ସମସ୍ତ ଆବଶ୍ୟକତା କୁ ପୁରା କରିଥାଏ l
ସୁପର ଫୁଡ କଣ ?
ସୁପର ଫୁଡ ସେହି ଖାଦ୍ୟ କୁ କୁହାଯାଇଥାଏ ଯେଉଁ ଖାଦ୍ୟରେ ପୋଷାକ ତତ୍ୱ ଭରପୁର ମାତ୍ରା ରେ ରହିଥାଏ l ଏହାର ଅର୍ଥ ସୁପର ଫୁଡ ଶକ୍ତି ବର୍ଧକ ହୋଇଥାଏ l ଯାହା ଆପଣଙ୍କ ଶରୀରର କ୍ୟାଲୋରୀ କୁ ହ୍ରାସ କରି ଶରୀରକୁ ଭୀଟାମୀନସ, ମିନେରାଲସ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ l ଆଣ୍ଟିଅକ୍ସିଡେଣ୍ଟ , ନେଚୁରାଲ ମୋଲିକ୍ୟୁଲସ ରହିଥାଏ ଯାହା କିଛିଟା ଖାଦ୍ୟ ପେୟ ରେ ରହିଥାଏ l ଏହାଛଡା ଫ୍ରି ରେଡ଼ିକୁଲସ ଠାରୁ ଶରୀର କୁ ରକ୍ଷା କରିଥାଏ l
ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ ?
– ବ୍ଲୁବେରୀଯ –
ବ୍ଲୁବେରୀଯ ରେ ଫାଇବର , ମଗ୍ନେଶୀୟମ , ଭିଟାମିନ କେ ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ l ଏହା ଆମ ରକ୍ତଚାପ କୁ ସନ୍ତୁଳନ ରଖିବା ସହିତ ହୃଦୟ ସମ୍ବନ୍ଧୀୟ ରୋଗ ଠାରୁ ରକ୍ଷା କରିଥାଏ l
– ଗୋଜି ବେରୀଯ –
ଏଥିରେ ଖଣିଜ, ହିଁତମିନ, ଫାଇବର, ଆଇରନ , କପର, ଆମିନୋଏସିଡ ଓ ପ୍ରୋଟିନ ଭଳି ତତ୍ୱ ରହିଥାଏ l ଗୋଜି ବେରୀଯ ରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ କିଡ୍ନୀ, ଲିଭର ଓ ଆଖି ପାଇଁ ଖୁବ ହିତକର l
– ସବୁଜ ପନିପରିବା –
ପାଳଙ୍ଗ ଓ କଦଳୀ ଭଳି ସବୁଜ ପନିପରିବା କୁ ଶରୀର ପାଇଁ ସୁପର ଫୁଡ କୁହାଯାଇଥାଏ l ଏଥିରେ ଭିଟାମିନ ଏ , ସି , ଇ, କେ ଭରପୁର ମାତ୍ର ରେ ରହିଥାଏ l ଏହାଛଡା ଏଥିରେ ଆଇରନ , ମଗ୍ନେଶୀୟମ, ପୋଟାସିୟମ ଓ କ୍ୟାଲସିୟମ ମଧ୍ୟ ରହିଥାଏ l
– ବିଭିନ୍ନ ନଟସ –
ଅଖରୋଟ ଓ ଅଳମଣ୍ଡ ଭଳି ନଟଶ୍ ଭଳି ପ୍ଲାଣ୍ଟ ବେସଡ ପ୍ରୋଟିନ ର ଗୋଟିଏ ଉତ୍ତମ ସୋର୍ସ ଅଟେ l ଏଥିରେ ମନୋସାଚୁରେଟେଡ଼ ଫ୍ୟାଟ ମଧ୍ୟ ରହିଥାଏ, ଯଯାହା ହୃଦୟ ରୋଗର ବିପଦ କୁ କମ କରିବାରେ ସାହାଯ୍ୟ କରିଥାଏ l
– ବିଭିନ୍ନ ମଞ୍ଜି ଓ ଶସ୍ୟ –
ସୂର୍ଯ୍ୟମୁଖୀ ମଞ୍ଜି, କଖାରୁ ମଞ୍ଜି, ଚିୟ ସିଡ଼ସ ଓ ଅଳସୀ ମଞ୍ଜି ଗୋଟିଏ ହେଲଦି ଅପସନ ଭାବରେ ଗ୍ରହଣ କରାଯାଇ ଥାଏ l ଏହାକୁ ଆପଣ ନିଜର ସକାଳ ଭୋଜନ ଇରେ ସାମିଲ କରିବା ଭଲ ହୋଇଥାଏ l
