Odisha news

ରବିବାର ଦିନ କଦାପି ଘରକୁ ଆଣନ୍ତୁ ନାହିଁ ଏହି ୪ ଟି ଜିନିଷ ,  ଦେଖା ଦେବ ଦରିଦ୍ରତା 

0
ରବିବାର ଦିନ ଟି ସୂର୍ଯ୍ୟ ଦେବଙ୍କ ର ପ୍ରିୟ ଦିନ ଅଟେ , ଶାସ୍ତ୍ର ଅନୁସାରେ ସପ୍ତାହ ର ପ୍ରତ୍ୟେକ ଦିନ ର କିଛିନା କିଛି ବିଶେଷତା ରହିଛି l କୁହାଯାଏ ଯେ ଶୁଭ ଦିନରେ ଶୁଭ ବସ୍ତୁ କିଣିବା ଦ୍ୱାରା ଜବନ ଉପରେ ଶୁଭ ପ୍ରଭାବ ପଡିଥାଏ l
ତେଣୁ ଶାସ୍ତ୍ର ଅନୁସାରେ ରାବିବାର ଦିନ ୪ ଟି ଜିନିଷ ଆଦୌ ଘରକୁ ଆଣିବା ଉଚିତ ନୁହେଁ –
୧) ରବିବାର ଦିନ ଘର ତିଆରି ପାଇଁ ଜିନିଷ , ବଗିଚା ପାଇଁ ଜିନିଷ କିଣିବା ଉଚିତ ନୁହେଁ , ଏହାଦ୍ୱାରା ସୂର୍ଯ୍ୟ ଦୋଷ ଲାଗିଥାଏ ଏବଂ ଦରିଦ୍ରତା ଦେଖା ଦେଇଥାଏ l
୨) ଶାସ୍ତ୍ର ଅନୁସାରେ ରବିବାର ଦିନ ଲୁହା ଜିନିଷ କିଣିବା ଉଚିତ ନୁହେଁ l ଲୁହା ଶନୀ ଦେବ ଙ୍କ ର ପ୍ରିୟ ଅଟେ କିନ୍ତୁ ସୂର୍ଯ୍ୟ ଦେବଙ୍କର ପ୍ରିୟ ନୁହେଁ l
୩) ରବିବାର ଦିନ କାଠ ଜିନିଷ କିଣିବା ଉଚିତ ନୁହେଁ l କାଠ ଜିନିଷ ରବିବାର ଦିନ କିଣିଲେ ଧନ ହାନି ହୋଇଥାଏ l
୪) ରବିବାର ଦିନ ବାହାନ ସମ୍ବନ୍ଧୀତ ଜିନିଷ କିଣିବା ଉଚିତ ନୁହେଁ l ଏଥିରେ ଲୁହା ରହି ଥିବାରୁ ଏହା ଦରିଦ୍ରତା ର କାରଣ ହୋଇପାରେ l
ରବିବାର ରେ କିଣନ୍ତୁ ଏହିସବୁ ଜିନିଷ –
୧) ନେତ୍ର ସମ୍ବନ୍ଧୀତ ଜିନିଷ , ଯେପରିକି କଜ୍ଜଳ , ଚଷମା ଇତ୍ୟାଦି l
୨) ରବିବାର ଦିନ ନାଲି ରଙ୍ଗର ବସ୍ତ୍ର , ଫୁଲ କିମ୍ବା ନାଲି ରଙ୍ଗର ଅନ୍ୟ କୌଣସି ବସ୍ତୁ ଆଣନ୍ତୁ l
୩) ରବିବାର ଦିନ ତମ୍ବା ବସ୍ତୁ କିଣିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l ଏବଂ ଆର୍ଥିକ ସ୍ଥିରତା ପାଇଁ ରବିବାର ଦିନ ନୁଆ ପର୍ଶ କିଣିବା ଜରୁରୀ l
Leave A Reply