୨୦୨୧ ରେ ରହୂଙ୍କର ରାଶି ପରିବର୍ତ୍ତନ ନାହିଁ ,କିନ୍ତୁ ରହୁ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ଅନେକ ଜାତକକୁ ପ୍ରଭାବିତ କରିବେ l ନୂଆବର୍ଷ ଆରମ୍ଭରେ ୨୭ ଜାନୁଆରୀରେ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ l ଆସନ୍ତୁ ଜାଣିବା ରହୁ ଗ୍ରହଙ୍କର ପରିବର୍ତ୍ତନ ଦ୍ୱାରା କେଉଁ ରାଶିରେ ମାହାଲାଭ ଯୋଗ ରହିଛି l
ମେଷ – ରହୂର ନକ୍ଷତ୍ର ପରିବର୍ତ୍ତନ ସମୟରେ ମେଷରାଶିରା ବ୍ୟକ୍ତି ମାନଙ୍କର ଅଚାନକ ଧନପ୍ରାପ୍ତି ହୋଇପାରେ l ଜମିବାଡ଼ି କିଣାକିଣି ପାଇଁ ଚଳିତ ବର୍ଷ ଶୁଭ ଅଟେ l ଏହି ବର୍ଷ ଆପଣଙ୍କ ଆୟାର ସାଧନା ମଧ୍ୟ ବଢ଼ିଯିବ l ପାରିବାରିକ ଜୀବନରେ ସୁଖ ଦେଖାଦେବ l
କର୍କଟ -ରହୁଙ୍କ ନକ୍ଷତ୍ର ପରିବର୍ତ୍ତନ ସମୟରେ ଆପଣଙ୍କ ଆମଦାନୀର ବୃଦ୍ଧି ହେବ l ବ୍ୟବସାୟରେ ଯୋଡି ହୋଇଥିବା ବ୍ୟକ୍ତି ମାନଙ୍କର ଆର୍ଥିକ ଲାଭ ହୋଇପାରେ l ବୈବାହିକ ଜୀବନ ସୁଖମୟ ହେବ l ନିଜ ସାଥୀଙ୍କ ସହିତ ଭଲ ସମୟ ବିତାଇବାର ମଉକା ମିଳିବ l
ବିଛା -ଏହି ରାଶିର ବ୍ୟକ୍ତି ମାନଙ୍କୁ ଆର୍ଥିକ ଦିଆନିଆରେ ସାବଧାନ ରହିବ ବଶ୍ୟକ l ବ୍ୟବସାୟ ପାଇଁ ଏହି ବର୍ଷଟି ଉତ୍ତମ ରହିବ l କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ ହୋଇପାରେ l ସନ୍ତାନ ପାଇଁ ଚିନ୍ତିତ ରହି ପାରନ୍ତି l ଅନେକ ପ୍ରକାରର ଭଲ ମୁହୂର୍ତ ଆସିବାର ମଧ୍ୟ ସଂଭାବନା ରହିଛି l
କୁମ୍ଭ -କୁମ୍ଭ ରାଶି ବ୍ୟକ୍ତି ମାନଙ୍କର ରାହୁରେ ରୋହିଣୀ ନକ୍ଷତ୍ର ଆସିବା ଦ୍ୱାରା ସ୍ଥିତି ସାମାନ୍ୟ ରହିବ l କାର୍ଯ୍ୟ କ୍ଷତ୍ରରେ ଉନ୍ନତି କରିବେ l ଏହି ବର୍ଷ ଆପଣ ପଇସା ଦିଆନିଆକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି l ସେଥିପାଇଁ ସାବଧାନ ରୁହନ୍ତୁ l
ମିନ-ଏହି ରାଶିରେ ବ୍ୟକ୍ତି ମାନେ ସାହସ ଓ ପରାକ୍ରମରେ ଉନତି ଲାଭ କରିବେ ଆପଣ ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରି ପାରନ୍ତି l ଯାତ୍ରାରେ ଯିବାପାଇଁ ସୁଯୋଗ ମିଳିପାରେ l ଯାତ୍ରାର ଲାଭ ଉଠାଇବା ଆପଣଙ୍କ ପକ୍ଷରେ ଶୁଭ ହେବ l
