Odisha news

ଓଡ଼ିଶା ପରିସଂଖ୍ୟାନ ଓ ଅର୍ଥନୀତି ଅଧିକାରୀ ସଂଘର ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠି କୁ ଟ. ୧,୪୨,୦୧୬ଙ୍କା ପ୍ରଦାନ

0

ଭୁବନେଶ୍ୱର : ୩୧ ମାର୍ଚ୍ଚ,୨୦୨୦ :ଗତକାଲି ଓଡ଼ିଶା ପରିସଂଖ୍ୟାନ ଓ ଅର୍ଥନୀତି ଅଧିକାରୀ ସଂଘର କର୍ମକର୍ତ୍ତାମାନେ ସଂଘ ତରଫରୁ ଟ. ୧,୪୨,୦୧୬ଙ୍କାର ଚେକ୍‍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି କୁ ପ୍ରଦାନ କରିଛନ୍ତିା ସଂଘର ସଭାପତି ଶ୍ରୀ ବିମ୍ବାଧର ସେଠୀ ବିଭାଗୀୟ ଅତିରିକ୍ତ ମଖୁ ୍ୟ ଶାସନ ସଚିବ ତ ଥା ଉନ୍ନୟନ କ ମିଶନର ଶ୍ରୀ ସୁରେଶ ମହାପାତ୍ରଙ୍କୁ ଏହି ଚେକ୍‍ ପ୍ରଦାନ ସଂପର୍କରେ ଅବଗତ କରିଥିଲୋ ଶ୍ରୀ ମହାପାତ୍ର ସଂଘର ଏହି ସାଧୁ ଉଦ୍ୟମ ପାଇଁ ବଧେଇ ଜଣାଇବା ସହ ଏ ଧରଣର ସହଯେଗ କୋଭିଡ୍‍-୧୯କୁ ପ୍ରତିହତ କରିବାରେ ଯଥେଷ୍ଟ ମନୋବଳ ଦୃଢ଼ କରିପାରିବ ବୋଲି କହିଥିଲୋ

Leave A Reply